Download Now Banner

This browser does not support the video element.

କେନ୍ଦ୍ରାପଡା: ଲକ୍ଷ୍ମନାରାୟଣ ମଠ ପ୍ରାଙ୍ଗଣରେ ଏକ କର୍ମଶାଳା ବୈଠକ ଅନୁଷ୍ଠିତ

Kendrapara, Kendrapara | Sep 8, 2025
ଭାରତୀୟ ଜନତା ପାର୍ଟି ତରଫରୁ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ " ସେବା ପକ୍ଷ" ପାଳନ କରାଯିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହାକାଳପଡା ସଦର ମଣ୍ଡଳର ଆଶ୍ରମବାଲିକୁଦା ସ୍ଥିତ ଲକ୍ଷ୍ମୀ ନାରାୟଣ ମଠ ପ୍ରାଙ୍ଗଣରେ ଆଜି ପ୍ରାୟ ୧ ଘଣ୍ଟିକା ସମୟରେ ଏକ କର୍ମଶାଳା ବୈଠକ ଅନୁଷ୍ଠିତ ହୋଇଯାଇଛି ,ଏହି କର୍ମଶାଳାରେ ମଣ୍ଡଳର ବୁଥ ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହିଥିଲେ ଓ ଏହାପରେ ଯୋଜନା ପ୍ରସ୍ତୁତ କରାଯାଇଥିଲା ।
Read More News
T & CPrivacy PolicyContact Us