Download Now Banner

This browser does not support the video element.

ଫୁଲବାଣୀ ସହର: ବାଲନ୍ଦାପଡା ଠାରେ ମା ଗୃହ ତ୍ରୟୋଦଶ ପ୍ରତିଷ୍ଠା ଦିବସ ରେ ଯୋଗଦେଲେ ମହିଳା ହିଂସା ବିରୋଧି ସଂଗଠନ (ଓାଭା) ର 20 ସଦସ୍ୟା

Phulabani Town, Kandhamal | Sep 12, 2025
ବାଲନ୍ଦାପଡା ମା ଗୃହ ତ୍ରୟୋଦଶ ପ୍ରତିଷ୍ଠା ଦିବସ ରେ ଯୋଗଦେଲେ ମହିଳା ହିଂସା ବିରୋଧି ସଂଗଠନ (ଓାଭା) ର ସଦସ୍ୟା ମାନେ ତା ୧୨/୦୯/୨୦୨୫ ,ବାଲନ୍ଦାପଡା, ଫିରିଙ୍ଗିଆ, ମା ଗୃହ, ତାର ତ୍ରୟୋଦଶ ପ୍ରତିଷ୍ଠା ଦିବସ କୁ ଉତ୍ସବ ପାଳନ ସହିତ “ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ” ଆରମ୍ଭ କରାଯାଇଥିଲା । ଏହି ଉତ୍ସବ ରେ ସୁଦୁର ଭୁବନେଶ୍ୱର ରୁ ଆସିଥିବା ମହିଳା ହିଂସା ବିରୋଧି ସଂଗଠନ (ଓାଭା) ର ୨୦ ଜଣ ସଦସ୍ୟା ଯୋଗଦେଇ ମହିଳା ଙ୍କ ପାଇଁ ସ୍ୱାତୀ ଦ୍ୱାରା ପରିଚାଳିତ ଓ ଜାତିୟ ସ୍ୱାସ୍ଥା ମିସନ ସହଯୋଗରେ ହେଉଥିବା ମା ଗୃହ ଆଜି ପର୍ଯ୍ୟନ୍ତ ୩୮୦୦ ରୁ ଅଧିକା ମହିଳା ଙ୍କୁ ଆନୁଷ୍ଠାନି କ ପ୍ରସବ
Read More News
T & CPrivacy PolicyContact Us