Download Now Banner

This browser does not support the video element.

ଝାରସୁଗୁଡା: ବେହେରାମାଲ ଓଭରବ୍ରିଜ ନିକଟରେ ବାଇକ ଓ ସ୍କୁଟି ମଧ୍ୟରେ ଧକ୍କା, ଦୁର୍ଘଟଣାରେ ସ୍କୁଟି ଚାଳକ ଆହତ

Jharsuguda, Jharsuguda | Sep 6, 2025
ଝାରସୁଗୁଡା ଜିଲ୍ଲା ବେହେରାମାଲ ଓଭରବ୍ରିଜ ନିକଟରେ ବାଇକ ଓ ସ୍କୁଟି ମଧ୍ୟରେ ଧକ୍କା, ଦୁର୍ଘଟଣାରେ ସ୍କୁଟି ଚାଳକ ଆହତ। ସୂଚନା ଅନୁଯାୟୀ ଗତ ବିଳମ୍ବିତ ରାତି ପ୍ରାୟ ସାଢ଼େ ବାରଟା ସମୟରେ ବେହେରାମାଲ ଓଭରବ୍ରିଜ ନିକଟରେ ଦ୍ରୁତଗତି କାରଣରୁ ବାଇକ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଫଳରେ ସ୍କୁଟି ଚାଳକ ଆହତ ହୋଇଥିବା ବେଳେ କିଛିଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ମାଧ୍ୟମରେ ଚିକିତ୍ସା ପାଇଁ ପଠାଇଥିଲେ। ତେବେ ଦୁର୍ଘଟଣାରେ ଆହତଙ୍କ ପରିଚୟ ମିଳିପାରିନାହିଁ ଏବଂ ଦୁର୍ଘଟଣା ରେ ଉଭୟ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।
Read More News
T & CPrivacy PolicyContact Us