Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଝାରପୋଖରିଆ ଗ୍ରାମ ପଞ୍ଚାୟତ ପଡିଆରେ ସରିଲା ୨ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ; ସାରସକଣା ବିଧାୟକଙ୍କ ଯୋଗଦାନ

Baripada M, Mayurbhanj | Aug 25, 2025
ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ସାରସକଣା ବ୍ଲକର ଝାରପୋଖରିଆ ଗ୍ରାମ ପଞ୍ଚାୟତ ପଡିଆରେ ସୋମବାର ଦିନ ପ୍ରାୟ ୪ଟାରେ ଝାରପୋଖରିଆ ଯୁବକ ସଂଘ ତରଫରୁ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ସାରସକଣା ବିଧାୟକ ଭାଦବ ହାଁସଦା ଯୋଗ ଦେଇଥିବା ବେଳେ ଉଭୟ ଦଳର ଖେଳାଳି ମାନଙ୍କୁ ଉତ୍ସାହିତ କରିବାସହ ବିଜୟୀ ଦଳକୁ ପୁରସ୍କୃତ କରିଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us