Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ନୂତନ ଏସପିଙ୍କ ଯୋଗଦାନ,ଏସପି ରାଜ ପ୍ରସାଦ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Baleshwar M, Balasore | Aug 26, 2025
ଆଜି ଦିନ ୧୨.୩୦ ମିନିଟ ସମୟରେ ବାଲେଶ୍ଵର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ନୂତନ ଏସପି ପ୍ରତ୍ୟୁଷ ଦିବାକର ଯୋଗଦାନ କରି ପୂର୍ବତନ ଏସପି ରାଜ ପ୍ରସାଦ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏହି ଅବସରରେ ବଦଳି ହୋଇଥିବା ଏସପି ରାଜ ପ୍ରାସାଦ ଙ୍କୁ ପୋଲିସ ଅଧିକାରୀ ଓ କନେଷ୍ଟବଳ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ।ଏସପି ଶ୍ରୀ ପ୍ରସାଦ ଙ୍କୁ ବ୍ୟାଣ୍ଡ ବଜାଇ ପୁଷ୍ପ ବର୍ଷା କରି ଗାଡି ପର୍ଯ୍ୟନ୍ତ ଛାଡ଼ିବାକୁ ଯାଇଥିଲେ।
Read More News
T & CPrivacy PolicyContact Us