Download Now Banner

This browser does not support the video element.

ନିମାପଡା: ଦଳଭାଣପୁର ଗ୍ରାମ ମେଳଣ ପଡ଼ିଆରେ ଥିବା ଗ୍ରୋସରୀ ଦୋକାନରୁ ଚୋରି ମାମଲା, ଜଣେ ଅଭିଯୁକ୍ତକୁ ଗିରଫ ପରେ କରାଗଲା କୋର୍ଟଚାଲାଣ

Nimapada, Puri | Aug 23, 2025
ଗତ ବୁଧବାର ବିଳମ୍ବିତ ରାତିରେ ନିମାପଡା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ଥାନା ଦଳଭାଣ ପୁର ଗ୍ରାମର ସୂର୍ଯ୍ୟକାନ୍ତ ବାଘଙ୍କ ମେଳଣ ପଡିଆରେ ଥିବା ଗ୍ରସୋରି ଦୋକାନରୁ ଚୋରୀ ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି ମଧ୍ୟାହ୍ନ ୧୨ଟାରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ସେହି ଗ୍ରାମର ଆଶିଷ ନାରାୟଣ ବେହେରା ବୋଲି ପୋଲିସ ସୂଚନା ଦେଇଛି।
Read More News
T & CPrivacy PolicyContact Us