Install App
bholeswarpatra10
This browser does not support the video element.
ତେଲକୋଇ: କାନ୍ତଲସୁଆଁ ଗାଁ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ହାତୀ, ହାତୀକୁ କଡା ନଜର ରଖିଛି ତେଲକୋଇ ବନ ବିଭାଗ ।
Telkoi, Kendujhar | Aug 24, 2025
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ କାନ୍ତଲସୁଆଁ ଗାଁରେ ଗୋଠ ଛଡ଼ା ଦନ୍ତାର ଉତ୍ପାତ । ଧାନ ଫସଲ ନଷ୍ଟ କରିବା ସହିତ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରୁଛି । ହାତୀକୁ କଡ଼ା ନଜର ରଖିଛି ବନବିଭାଗ ଆଜି ରାତ୍ରୀ ୧୧ଟା ସମୟର ସୂଚନା ।
Share
Read More News
T & C
Privacy Policy
Contact Us
Your browser does not support JavaScript!