Install App
rathuram234
This browser does not support the video element.
ସଦର: ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ କଳାହାଣ୍ଡି ଜିଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ
Sadar, Kalahandi | Jul 23, 2025
ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଆଜି କଲାହାଣ୍ଡିର ଜିଲାପାଳ ଙ୍କ ଅଧ୍ୟକ୍ଷତାରେ ଜିଲାପାଳ ଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସିଡିଏମ୍ଓ ଏବଂ ପିଏଚ୍ଓ, ସମସ୍ତ ଜିଲ୍ଲା ଏବଂ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!