Install App
bargarhdist.news
This browser does not support the video element.
ବରଗଡ: ଆସନ୍ତାକାଲି ସକାଳ 8 ଘଣ୍ଟା ସମୟରୁ ଦିବା 2 ଘଣ୍ଟା ପର୍ଯ୍ୟନ୍ତ କେଶବ ନଗର ସହିତ ବିଭିନ୍ନ ଅଞ୍ଚକରେ ବିଦ୍ୟୁତ ସେବା ବନ୍ଦ ରହିବ
Bargarh, Bargarh (Baragarh) | Sep 6, 2025
ବରଗଡ଼ ସହରର ବିଭିନ୍ନ ଏରିଆରେ ବିଦ୍ୟୁତ କାଟକୁ ନେଇ ଶନିବାର ସନ୍ଧ୍ୟା 7 ଘଣ୍ଟା ସମୟରେ ଜରୁରୀ ସୂଚନା ପ୍ରଦାନ କଲା ବିଦ୍ୟୁତ ବିଭାଗ | ବରଗଡ଼ ସହରରେ ବିଦ୍ୟୁତ କାର୍ଯ୍ୟର ରାକ୍ଷଣା ଭେକ୍ଷଣ ପାଇଁ ଆସନ୍ତା କାଲି ସକାଳ 8 ଘଣ୍ଟା ସମୟରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ଆଜି ଜରୁରୀ ସୂଚନା ଦିଆଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!