Download Now Banner

This browser does not support the video element.

ଜି ଉଦୟଗିରି: ଅପେରସନ ପ୍ରହାର, ଜି ଉଦୟଗିରିରେ ପୁଲିସ ପକ୍ଷରୁ ଚଢ଼ାଉ, ବ୍ୟାପକ ଗୁଟଖା ଜବତ, ଥାନା ଅଧିକାରୀ ନେଲେ ନେତୃତ୍ୱ

G Udayagiri, Kandhamal | Sep 4, 2025
ଅପେରସନ ପ୍ରହାର, ଜି ଉଦୟଗିରିରେ ପୁଲିସ ପକ୍ଷରୁ ଚଢ଼ାଉ, ବ୍ୟାପକ ଗୁଟଖା ଜବତ.ନିଶା କବଳରେ ଯୁବ ପିଢ଼ି। ଯାହା ଚିନ୍ତାର ବିଷୟ ହୋଇଥିବା ବେଳେ ସମାଜ କୁ ସୁଧାରିବା କଷ୍ଟକର ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ରେ ସ୍ୱତନ୍ତ୍ର ଅପେରସନ ପ୍ରହାର ଚଳିତ ମାସ ଏକ ତାରିଖରୁ ଆରମ୍ଭ ହୋଇଥିବା ବେଳେ ପନ୍ଦର ତାରିଖ ପଯ୍ୟନ୍ତ ଚାଲିଵ । ଏହି କ୍ରମରେ କନ୍ଧମାଳ ଏସପି ଙ୍କ ନିର୍ଦେଶ କ୍ରମେ ଆଜିର ଜି ଉଦୟଗିରି ରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ନିକୋଟିନଯୁକ୍ତ ଗୁଟଖା, ଖାଇନି, ସିଗାରେଟ ଆଦି ଜବତ କରିଛି। ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ଙ୍କ ନେଲେ ନେତୃତ୍ୱ
Read More News
T & CPrivacy PolicyContact Us