Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ନିକଟ ପୁରୀ କେନାଲ ବନ୍ଧ ରାସ୍ତାରେ ଶନିବାର ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୩ଆହତ ହୋଇଛନ୍ତି

Cuttack M Corp PS, Cuttack | Sep 6, 2025
ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ନିକଟ ପୁରୀ କେନାଲ ବନ୍ଧ ରାସ୍ତାରେ  ଶନିବାର ରାତି ୮ଟାରେ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୩ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା କେଉଁ କାରଣ ପାଇଁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ କଟକ ବଡ  ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ।
Read More News
T & CPrivacy PolicyContact Us