Download Now Banner

This browser does not support the video element.

ଲଇକେରା: ଭାଲୁପତ୍ରା ଠାରେ ସାଇକେଲ ଓ ବାଇକ ଆରୋହିଙ୍କ ମଧ୍ୟରେ ଧକ୍କା ଫଳରେ ଦୁଇଜଣ ଙ୍କ ମୃତ୍ୟୁ

Laikera, Jharsuguda | Jun 2, 2024
ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଅନ୍ତର୍ଗତ ଭାଲୁପତ୍ରା ଠାରେ ସାଇକେଲ ଓ ବାଇକ ଆରୋହି ଙ୍କ ମଧ୍ୟରେ ଧକ୍କା ଫଳରେ ଦୁଇଜଣ ଙ୍କ ମୃତ୍ୟୁ। ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ଛଅଟା ପନ୍ଦର ସମୟରେ ରେ ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅଧିନସ୍ତ ଭାଲୁପତ୍ରା ଅରବିନ୍ଦ ସ୍କୁଲ ନିକଟରେ ବାଇକ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଉଭୟ ବାଇକ ଓ ସାଇକେଲ ଆରୋହି ଙ୍କ ମୃତ୍ୟୁ ହୋଇଛି। ଭାଲୁପତ୍ରା ଗାଁ ର ପଞ୍ଚସ୍ତରି ବର୍ଷୀୟ ଦୂତୀୟ କିଷାନ ନିଜ ସାଇକେଲ ଯୋଗେ ବନ୍ଦପାଲି ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ଆରୋହି ଧକ୍କା ଦେଇଥିଲେ। ଦୁର୍ଘଟଣା ରେ
Read More News
T & CPrivacy PolicyContact Us