Download Now Banner

This browser does not support the video element.

କବିସୂର୍ଯ୍ୟନଗର: କୋଦଳା ଏନ ଏ ସି ରେ ଖାଉଟି ସାମଗ୍ରୀ ଯୋଗାଣ ଡିଲର ପଏଣ୍ଟ କୁ ଶୁଭାରମ୍ଭ କଲେ ବିଧାୟକ ଓ ଅଧକ୍ଷ

Kabisuryanagar, Ganjam | Sep 27, 2025
କୋଦଳା ଏନ ଏ ସି ର 12 ନଂ ୱାର୍ଡ ରେ ଡିଲର ପଏଣ୍ଟ କୁ ଶୁଭାରମ୍ଭ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ । ପ୍ରକାଶ ଥାଉ କି ଏହି ୱାର୍ଡ ରେ ଆଗରୁ ଦୁଇଟି ଡିଲର ପଏଣ୍ଟ ଥିଲେ। ଗତ କିଛି ବର୍ଷ ହେଲା 12 ନଂ ୱାର୍ଡ ରେ ଥିବା ଡିଲର ପଏଣ୍ଟ କୁ ବନ୍ଦ କରି ଦିଆଯାଇଥିଲା । ତେବେ ପ୍ରାୟ 5 ଟି ୱାର୍ଡ ର ବାସିନ୍ଦା ମାନେ ଅନ୍ୟ ଡିଲର ଠାରୁ ଜିନିଷ ଆଣିବା ଅସୁବିଧା ହେତୁ ଅଭିଯୋଗ କରିଥିଲେ । ସାଧାରଣ ଜନତା ଙ୍କ ଅସୁବିଧା କୁ ଦୃଷ୍ଟି ରେ ରଖି ସ୍ଥାନୀୟ ବିଧାୟକ ଓ ଅଧକ୍ଷ ଙ୍କ ପ୍ରଚେଷ୍ଟା ଏହା ସମ୍ଭବ ହୋଇପାରିଛି ।
Read More News
T & CPrivacy PolicyContact Us