Download Now Banner

This browser does not support the video element.

ମାଲକାନଗିରି: କୁରୁମପାଲି ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା

Malkangiri, Malkangiri | Sep 12, 2025
ମାଲକାନଗିରି ଜିଲ୍ଲା ମାଥିଲି ଥାନ ଅଧିନସ୍ଥ କୁରୁମପାଲି ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ହତ୍ୟା ହୋଇଥିବା ଜଣାପଡ଼ିଛି। ଗତକାଲି ଉକ୍ତ ଗ୍ରାମର ନିରଞ୍ଜନ ଠାକୁର ଟ୍ରାନ୍ସଫରମର ତାର କାଟି ଅନ୍ଧାର ରାତିରେ ସୋଇଥିବା ବେଳେ କିଛି ଦୁର୍ବୁତ୍ତ ଆସି ତାଙ୍କ ଗଳା କାଟି ହତ୍ୟା କରାଯାଇଛି। ହତ୍ୟା ପଛରେ ଗୁଣି ଗାରେଡି ସନ୍ଦେହ କରାଯାଉଛି। ଘାଟଣା ସ୍ଥଳରେ ମାଥିଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସବ ବ୍ୟବଛେଦ ପାଇଁ ମାଥିଲି ଉପଖଣ୍ଡ ମେଡିକାଲକୁ ଅଣାଯାଇଥିବା ପୋଲିସ ପକ୍ଷରୁ ଆଜି ଶୁକ୍ରବାର ଦିନ ୨ ଘଟିକା ସମୟରେ ସୂଚନା ମିଳିଛି।
Read More News
T & CPrivacy PolicyContact Us