Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ପୋଲିସ ଲାଇନ ଛକ ବ୍ରିଜ଼ ନିକଟରେ ବାଇକ ପଛରେ ଧକ୍କା ଦେଲା ବସ୍ ଅଳ୍ପକେ ବର୍ତିଲେ ବାଇକ ଚାଳକ

Baleshwar M, Balasore | Oct 7, 2025
ବାଲେଶ୍ବର ଜିଲ୍ଲା ପୋଲିସ ଲାଇନ ଛକ ବ୍ରିଜ଼ ନିକଟରେ ବାଇକକୁ ପଛପଟୁ ଧକକା ଦେଲା ବସ୍ ,ଅଳ୍ପକେ ବର୍ତିଲେ ବାଇକ ଚାଳକ। ଘଟଣା ସ୍ଥଳରେ ସହଦେଵଖୁଣ୍ଟା ପୋଲିସ ପହଂଚି ମଙ୍ଗଳବାର ଦିନ ୧୨ଘଟିକାରେ ତଦନ୍ତ ଜାରି ରଖିଥିବା ଜଣାପଡିଛି।
Read More News
T & CPrivacy PolicyContact Us