Install App
jeyporekhabar
This browser does not support the video element.
ଜୟପୁର: ଜୟପୁର ସହରର ଭଦ୍ରାୟା ସାହିରେ ଥିବା ଗୁଟୁଖା ଗୋଦାମ ଉପରେ ଜିଏସଟି ଏନଫୋସମେଣ୍ଟଣ୍ଟ ତରଫରୁ ଚଢାଉ
Jeypore, Koraput | Aug 21, 2025
ଜୟପୁର ସହରର ଭଦ୍ରାୟା ସାହିରେ ଥିବା ଗୁଟୁଖା ଗୋଦାମ ଉପରେ ଜିଏସଟି ଏନଫୋସମେଣ୍ଟଣ୍ଟ ତରଫରୁ ଆଜି ରାତ୍ର 8ଟାରେ ଚଢାଉ କରାଯାଇଛି । ଜିଏସଟି ବିଭାଗର କର୍ମଚାରି ଏବଂ ପୋଲିସ ଉପସ୍ଥିତ ରେ ଚଢାଉ କରିଛି । କାଗଜ ପାତ୍ର ଯାଞ୍ଚ ଷ୍ଟକ ଯାଞ୍ଚ କରିଥିଲେ । ଯାଞ୍ଚ ଚାଲିଛି ପରେ ବିଭାଗ ତରଫରୁ ସୁଚନା ଦିଆଯାଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!