This browser does not support the video element.
ରେଙ୍ଗାଲି: ବିଜେପି ସରକାରର ରଙ୍ଗମରା ରାଜନୀତିକୁ ନେଇ ନାରୀସେବା ସଦନ ଠାରେ ପ୍ରତିକ୍ରିୟା ରଖିଲେ ରେଙ୍ଗାଲି ବିଧାୟକ
Rengali, Sambalpur | Oct 9, 2024
ବିଜେପି ସରକାର ପକ୍ଷରୁ ସରକାରୀ କୋଠା ଓ ଶିକ୍ଷା ଅନୁଷ୍ଠାନ ଗୁଡିକର ରଙ୍ଗ ପରିବର୍ତନ ଆଦେଶ ଉପରେ ପତିକ୍ରିୟା ରଖିଲେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ l ଆଜି ସମ୍ବଲପୁର ନାରୀସେବା ସଦନ ଠାରେ ବିଧାୟକ ନିଜ ପତିକ୍ରିୟା ଦେଇ କହିଛନ୍ତି ଯେ ବିଜେପି ଏକ ରଙ୍ଗମରା ତଥା କପିପେଷ୍ଟ ସରକାର ପୂର୍ବ ସରକାର ଙ୍କ ବିଭିନ୍ନ ଯୋଜନା କୁ ରଙ୍ଗମାରି ନିଜ ନାମଫଳକ ଦେଇ ଯେଉଁ ହୀନ ରାଜନୀତି କରିବାର ଉଦେଶ୍ୟ ବିଜେପି କରୁଛି ତାକୁ ଲୋକେ ଉଚିତ ଜବାବ ଦେବେ ବୋଲି କହିଥିଲେ l