Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ନୀଳାଦ୍ରି ବିଚ ରେ ବାଲୁକା କଳାରେ ଉପରାଷ୍ଟ୍ରପ ସି ପି ରାଧାକ୍ରିଷ୍ଣନ୍ ଙ୍କୁ ଶୁଭେଛା ।

Puri M, Puri | Sep 9, 2025
ବାଲୁକା କଳାରେ ଉପରାଷ୍ଟ୍ରପ ସି ପି ରାଧାକ୍ରିଷ୍ଣନ୍ ଙ୍କୁ ଶୁଭେଛା ।ପରବର୍ତ୍ତୀ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ସି ପି ରାଧା କ୍ରିଷ୍ଣନଙ୍କୁ ବାଲୁକା କଳାରେ ଶୁଭେଛା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ଭାରତର 15 ତମ ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ରାଧାକ୍ରିଷ୍ଣନଙ୍କ ଶୁଭେଛା ଉଦ୍ଦେଶ୍ୟରେ ତାଙ୍କର ଅବିକଳ ଏକ ବାଲୁକା ପ୍ରତିକୃତି ମଧ୍ୟ ଚିତ୍ରିତ କରିଛନ୍ତି ସୁଦର୍ଶନ ।ପ୍ରାୟ 20 ଫୁଟ ଚଉଡ଼ା ଓ 8ଫୁଟ ଉଚ୍ଚର ଏହି ବାଲୁକା କଳା ଖୁବ୍ ଆକର୍ଷଣୀୟ l
Read More News
T & CPrivacy PolicyContact Us