Download Now Banner

This browser does not support the video element.

ଫୁଲବାଣୀ ସହର: ଡଙ୍ଗାଇଜୁ ଠାରେ ଦୁଇ ଦିନିଆ ଶ୍ରୀ ଅର୍ଣ୍ଣ ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ ହୋଇଅଛି

Phulabani Town, Kandhamal | Sep 9, 2025
ଡଙ୍ଗାଇଜୁ ଠାରେ ଦୁଇ ଦିନିଆ ଶ୍ରୀ ଅର୍ଣ୍ଣ ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ ହୋଇଅଛି. ରାଜ୍ୟ ସରକାର ଙ୍କ କୃଷି ବିଭାଗ ଓ ସ୍ୱାତୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଅଣ ଆବାସିକ ତାଲିମ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ଏବଂ ଅଗ୍ରଣୀ ଚାଷୀ ମାନଙ୍କୁ ନେଇ ଚାଷରେ ପ୍ରଣାଳୀ ଚାଷୀଙ୍କର ସୂଚନା ସଂଗ୍ରହ ଏବଂ ଯୋଜନା କୁ ନିୟମିତ କାର୍ଯ୍ୟ କରିବା ଉପରେ ତାଲିମ ଦିଆ ଯାଇଥିଲା. କୃଷି ଅଧିକାରୀ,ସ୍ୱାତୀ ଅନୁଷ୍ଠାନ ର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ.
Read More News
T & CPrivacy PolicyContact Us