Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରିପଦା ସହୀଦ ସ୍ମୃତି ଭବନ ଠାରେ ଆଜିଠାରୁ ଆରମ୍ଭ ହେଲା ଜାତୀୟ ନାଟ୍ୟ ମହୋତ୍ସବ

Baripada M, Mayurbhanj | Sep 6, 2025
ଆମେ ବାରିପଦା ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଶନିବାର ଠାରୁ ଆରମ୍ଭ ହେଲା ଜାତୀୟ ନାଟ୍ୟ ମହୋତ୍ସବ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଯୋଗ ଦେଇଥିବା ବେଳେ ବରିଷ୍ଠ ସିନେ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତେବେ ଆଜିର କାର୍ଯ୍ୟକ୍ରମ ଟି ଭବାନୀପାଟଣାର ସ୍ମାରକୀ ନାଟ୍ୟସଂସ୍ଥା ଦ୍ଵାରା ଜାତି ନନ୍ଦିଘୋଷ ନାମକ ନାଟକଟି ସଂଧ୍ୟା ୬ ରୁ ଆରମ୍ଭ ହୋଇ ୮.୩୦ ଟା ଯାଏଁ ପରିବେଷଣ ହୋଇଥିଲା।
Read More News
T & CPrivacy PolicyContact Us