Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ବାରିପଦା ଠାରେ ଜାତୀୟ କ୍ରୀଡ଼ା ଦିବସ ଉଦଯାପନୀ ଅବସରରେ ବାରିପଦା ରିଜର୍ଭ ପୋଲିସ ପଡିଆ ଠାରୁ ସାଇକେଲ ରାଲି ଅନୁଷ୍ଠିତ
Baripada M, Mayurbhanj | Aug 31, 2025
ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ସକାଳ ପ୍ରାୟ ୮.୩୦ଟାରେ ଜାତୀୟ କ୍ରୀଡ଼ା ଦିବସ ର ଉଦଯାପନୀ ଉପଲକ୍ଷେ ବାରିପଦା ଠାରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରିଜର୍ଭ ପୋଲିସ ପଡିଆ ଠାରୁ ଏହି ରାଲି ବାହାରି ସହର ପରିକ୍ରମା କରିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!