This browser does not support the video element.
ସୋନପୁର: କମସରା ରେ 21 ତମ ଶାରଦୀୟ ଦୁର୍ଗା ପୂଜା ପାଇଁ ବିଲ୍ଵ ବରଣ ପର୍ବ ଅନୁଷ୍ଠିତ
Sonapur, Subarnapur (Sonepur) | Sep 28, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ଐତିହାସିକ କମସରା ଗ୍ରାମରେ 21 ତମ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବିଲ୍ଵବରଣ ପର୍ବ ରୀତି ନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ପୂଜକ ଶଙ୍କର୍ଷଣ ମିଶ୍ର ଏବଂ ସୁଦାମ ପଣ୍ଡା ପୂଜା କର୍ମ ସମ୍ପାଦନ କରିଥିବା ବେଳେ, ଚଳିତ ବର୍ଷ ବିମ୍ବାଧର ପଣ୍ଡା ଏବଂ ତାଙ୍କ ଧର୍ମପତ୍ନୀ ଲିପି ପଣ୍ଡା କର୍ତା ଦାଇତ୍ୱ ନିର୍ବାହ କରୁଥିବା ଦେଖିବାକୁ ମିଳିଛି l କାର୍ଯ୍ୟକ୍ରମ ରେ କମିଟିର ସଭାପତିଙ୍କ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିବାବେଳେ ତେବେ,ପୂଜା ଏବଂ ଗ୍ରାମର ପରମ୍ପରା ଉପରେ ବିଶିଷ୍ଟ ସ