This browser does not support the video element.
ଯୋଡା: ଚମ୍ପୁଆ : ୫୨୦ ନମ୍ବର ଜାତୀୟ ରାଜପଥର କାରଣ ସାହି ଠାରେ ବୋଲେରୋ ଟ୍ରକ ଦୁର୍ଘଟଣା, ଜଣେ ଆହତ
Joda, Kendujhar | Apr 28, 2024
୫୨୦ ନମ୍ବର ଜାତୀୟ ରାଜପଥର କାରଣ ସାହି ଠାରେ ବୋଲେରୋ ଟ୍ରକ ଦୁର୍ଘଟଣା, ଜଣେ ଆହତ ସୁଚାରୁ ପ୍ରକାଶ ଆଜି ଅପରାହ୍ନ ୪ ଘଟିକାରେ ଯୋଡାରୁ ଚମ୍ପୁଆ ଅଭିମୁଖେ ଯାଉଥିବା ଏକ ବୋଲେରୋ କାରଣ ସାହି ଠାରେ ଓଭର ଟେକ କରି ବ୍ରେକ ମାରବାରୁ ଟ୍ରକ ଟି ଧକ୍କା ଦେଇଥିଲା । ଯାହା ଫଳରେ ବୋଲେରୋ ପଛ ଡର୍ ମାଡ ହେବା ସହ କାଚ ଭାଙ୍ଗି ଯାଇଥିବା ସହ ଚାଳକ ଆହତ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋଲେରୋ ଓ ଟ୍ରକ କୁ ଜବତ କରି ତଦନ୍ତ ଚଳାଇଛି ।