Download Now Banner

This browser does not support the video element.

ସୁକିନ୍ଦା: ପିମ୍ପୁଡ଼ିଆ ଗ୍ରାମ ପାଖ ଚାଷ ଜମିରେ ଅଜଣା ଜନ୍ତୁ ଦଂଶନରେ ନାବାଳକ ଆହତ

Sukinda, Jajpur | Aug 23, 2025
ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ପିମ୍ପୁଡିଆ ଗ୍ରାମ ପାଖ ଚାଷ ଜମିରେ ଅଜଣା ଜନ୍ତୁ ଦଂଶନରେ ସ୍ଥାନୀୟ ବାସିନ୍ଦା ବଟକୃଷ୍ଣ ମହାନ୍ତଙ୍କ ପୁଅ ସୁଜିତ କୁମାର ମହାନ୍ତ ଆହତ ହୋଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଶନିବାର ରାତି 8:40 ମିନିଟ ସମୟରେ ଡାକ୍ତର ତାଙ୍କୁ ବିପଦ ମୁକ୍ତ ଥିବା ସୂଚନା ଦେଇଛନ୍ତି ।
Read More News
T & CPrivacy PolicyContact Us