Download Now Banner

This browser does not support the video element.

ବଲାଙ୍ଗୀର: ଦେଓଗାଁ ପଞ୍ଚାୟତ ଗେଟ୍ ରେ ତାଲା ପାଣି ଅଭାବ କୁ ନେଇ ସ୍ଥାନୀୟ ରେ ତୀବ୍ର ଅସୋନ୍ତୋଷ

Balangir, Balangir | Aug 22, 2025
ବଲାଙ୍ଗୀର ଦେଓଗାଁ ବ୍ଲକ ଅଞ୍ଚଳରେ ପିଇବା ପାଣି ଅଭାବରେ ଗ୍ରାମବାସୀଙ୍କ ଆସୋନ୍ତୋଷ୍ । ବାରମ୍ବାର ଅନୁରୋଧ ସତ୍ୱେ ସରପଞ୍ଚ ପାଣି ସୁବିଧା ନ କରିବାରୁ, ଅଞ୍ଚଳ ରେ ଥିବା କଲୋନୀପଡ଼ାର ମହିଳା–ପୁରୁଷମାନେ ପଞ୍ଚାୟତ ଗେଟ୍‌ରେ ତାଲା ମାରୀ ଧାରଣା ଦେଇଥିଲେ । ପରେ ପଞ୍ଚାୟତ ଅଧିକାରୀ ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଗ୍ରାମବାସୀ । କିନ୍ତୁ ଚେତାବନୀ ଦେଇଛନ୍ତି – ପାଣି ସୁବିଧା ନହେଲେ ବଡ଼ ଆନ୍ଦୋଳନ ହେବ ।ଏବଂ ଜିଲ୍ଲପାଳଙ୍କୁ କାର୍ଯ୍ୟଳୟ ଘେରାଉ କରିବା ଚେତାବନୀ ଦେୟିଛନ୍ତି ଗ୍ରାମ ବାସୀ
Read More News
T & CPrivacy PolicyContact Us