This browser does not support the video element.
ବାଲିଗୁଡା: ଲଦାମିଲା ଠାରେସଳପ ଗଛ ଉପରୁ ପଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି,ଏହି ଘଟଣା ଟି ଗୁରୁବାର ଦିନ ୧୦ଘଣ୍ଟିକା ରେ ସୁଚନା ମିଳିଛି,
Baliguda, Kandhamal | Oct 9, 2025
ଲଦାମିଲା ଠାରେସଳପ ଗଛ ଉପରୁ ପଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି,ଏହି ଘଟଣା ଟି ଗୁରୁବାର ଦିନ ୧୦ଘଣ୍ଟିକା ରେ ସୁଚନା ମିଳିଛି, ଅପରାହ୍ନ ୩ଘଣ୍ଟିକା ସମୟରେ ଶବ ବ୍ୟବଚ୍ଛେଦ କରାଯାଇଛି , ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତ ଲଦାମିଲା ଗାଁରେ ଜଣେ ଯୁବକଙ୍କ ଗଛରୁ ପଡ଼ି ମୃତ୍ୟୁ ଘଟିଛି। ଆଜି ସକାଳୁ ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି ଲଦାମିଲା ଗାଁରେ। ସୂଚନା ମୁତାବକ ସକାଳୁ ସକାଳୁ ଜଣେ ଆଦିବାସୀ ଯୁବକ ନଡେଙ୍ଗା ମଲିକ ସଳପ ଗଛରୁ ତାଡ଼ି(ରସ ) କାଢିବା ପାଇଁ ଗଛ ଉପରକୁ ଚଢ଼ୁଥିବ ସମୟରେ କୌଣସି କାରଣ ବଶତଃ ତଳେ ପଡ଼ି ଯାଇଥିଲା । ସଙ୍ଗେ ସଙ୍ଗ