Download Now Banner

This browser does not support the video element.

ଫୁଲବାଣୀ ସହର: ଫିରିଙ୍ଗିଆ ଠାରେ ଫିରିଙ୍ଗିଆ ପୋଲିସ ଦ୍ୱାରା ଏକ ବାଇକ ସହ ୨୧କିଲୋ ଗଞ୍ଜେଇ ଜବତ ସ୍ୱାମୀ ଓ ସ୍ତ୍ରୀ ଗିରଫ

Phulabani Town, Kandhamal | Sep 6, 2025
ଫିରିଙ୍ଗିଆ ପୋଲିସ ଦ୍ୱାରା ଏକ ବାଇକ ସହ ୨୧କିଲୋ ଗଞ୍ଜେଇ ଜବତ ସ୍ୱାମୀ ଓ ସ୍ତ୍ରୀ ଗିରଫ କନ୍ଧମାଳ ଜିଲ୍ଲା ଏସପି ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଅପରେସନ ପ୍ରହାର ଆରମ୍ଭ ହୋଇଥିବା ବେଳେ ଅନୁରୂପ ଭାବରେ ଫିରିଙ୍ଗିଆ ଥାନା ପକ୍ଷରୁ ମଧ୍ୟ ଏହି ଅପରେସନ ପ୍ରହାର ଆରମ୍ଭ କରାଯାଇଛି ତେବେ କିଛିଦିନ ର ନୀରବତା ପରେ ଫିରିଙ୍ଗିଆ ପୋଲିସ ଏକ ବାଇକ ସହ ୨୧ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ବେଳେ ଏହି ଘଟଣାରେ ଏକ ବିବାହିତ ଦମ୍ପତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତେବେ ପୋଲିସ ର ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଧିକାରୀ ଡ଼ିଏସ
Read More News
T & CPrivacy PolicyContact Us