Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ମୁଣ୍ଡଳି ଅନ୍ତର୍ଗତ ନୂଆସାହିରେ ଈଥାନ ଅଏଲ ଆଗ୍ରାଭେଟ କମ୍ପାନିରେ ଅବକାରୀ ବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଥିଲା।
Cuttack M Corp PS, Cuttack | Jul 30, 2025
ମୁଣ୍ଡଳି ସ୍ଥିତ ନୂଆସାହି ଠାରେ ଥିବା ଏକ ଘରୋଇ ଈଥାନ ଅଏଲ କଟକ ଆଗ୍ରାଭେଟ କମ୍ପାନିରେ କଟକ ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ଚଢାଉ ବୁଧବାର ଦିନ ୩ଟାରେ କରାଯାଇଛି। କଟକ ଅବକାରୀ ବିଭାଗ ଅଧିକ୍ଷକଙ୍କ ନିର୍ଦେଶରେ ଏହି କଂପାନୀରେ କେତେ ଇଥାନଅଏଲ୍ ବିକ୍ରୀ ହେଉଛି, କେତେ ପରିମାଣର ପ୍ରସ୍ତୁତି ସହିତ କେଉଁ କେଉଁ ଆଡେ ଚାଲାଣ ହେଉଛି କମ୍ପାନୀ ଭିତରେ ଛାନ ଭିନ କରିଥିଲା ଅବକାରୀ ବିଭାଗର ୧୫ ଜଣିଆ ଦଳ।
Share
Read More News
T & C
Privacy Policy
Contact Us
Your browser does not support JavaScript!