This browser does not support the video element.
ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଚୌଧୂରୀଟିକରପଡ଼ା ଗାଁରେ ଡାକମେଳା ଅନୁଷ୍ଠିତ
Digapahandi, Ganjam | Aug 23, 2025
ଗଂଜାମ ଜିଲ୍ଲା ଚୌଧୂରୀଟିକରପଡା ଗାଁରେ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଡାକ ମେଳା ଅ।ଜି ଦିନ 11 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଥିବାର ଖବର ମିଳିଥିବା ବେଳେ ଚୌଧୂରୀଟିକରପଡା ଗ୍ରାମ ସମେତ ଅ।ଖପାଖ ଗ୍ରାମର ପ୍ରାୟ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଡାକ ମେଳା ମାଧ୍ୟମରେ ଡାକ ସେବା ଓ ତାର ବ୍ୟବହାର ଲାଭଦାୟକ ଉପରେ ଲୋକଙ୍କୁ ସଚେତନତା କରାଯାଇଥିବା ବେଳେ ଦିଗପହଣ୍ଡି ଡାକ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇ ଲୋକଙ୍କୁ ସଚେତନତା କରାଇଥିବାର ସୂଚନା ମିଳିଛି ।