Download Now Banner

This browser does not support the video element.

ଜଗତସିଂହପୁର: ପୌର ପ୍ରଶାସନ ପକ୍ଷରୁ ନୂତନ ଏସପି ଅଙ୍କିତ କୁମାର ବର୍ମାଙ୍କୁ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ପ୍ରଦାନ

Jagatsinghapur, Jagatsinghpur | Aug 27, 2025
ଜଗତସିଂହପୁର ପୌରପ୍ରଶାସନ ପକ୍ଷରୁ ଜଗତସିଂହପୁରର ନୂତନ ଏସ୍ପିଙ୍କୁ ସମ୍ବର୍ଦ୍ଧନା । ଆଜି ସକାଳ ୧୦ ଟା ସମୟରେ ଏସ୍ପିଙ୍କ କାର୍ଯ୍ୟଳୟରେ ତାଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି । ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ,ନିର୍ବାହୀଅଧିକାରିଣୀ ସୀମା ଜେନା ଓ ଅନ୍ୟ ପ୍ରମୁଖ ପାରିଷଦ ଉପସ୍ଥିତ ରହି ନୂତନ ଏସ୍ପି ଅଙ୍କିତ କୁମାର ବର୍ମାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜଣେଇଥିଲେ ।
Read More News
T & CPrivacy PolicyContact Us