This browser does not support the video element.
ସୁକିନ୍ଦା: ସୁକିନ୍ଦା ୫୩ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା, କ୍ଷୋଭ ପ୍ରକାଶ କଲେ ସ୍ଥାନୀୟ ବାସିନ୍ଦା #jansamasya
Sukinda, Jajpur | Aug 24, 2025
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ 53ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା କ୍ଷୋଭ ପ୍ରକାଶ କଲେ ସ୍ଥାନୀୟ ବାସିନ୍ଦା । ସୂଚନା ମୁତାବକ ସୁକିନ୍ଦା 53 ନଂ ଜାତୀୟ ରାଜପଥର ସୁକିନ୍ଦା ହନୁମାନ ଛକ ନିକଟ ରାଜପଥ ମରଣଜନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଜନ ସାଧାରଣ ଯାତାୟତ ବାଧାପ୍ରାପ୍ତ ହୋଇଥିବା ରବିବାର ଅପରାହ୍ନ ସମୟରେ ଦେଖିବାକୁ ମିଳିଛି । ଏନେଇ ରବିବାର ଅପରାହ୍ନ 5 ଘଟିକା ସମୟରେ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ ।