Install App
pintumedia
This browser does not support the video element.
ଖଲ୍ଲିକୋଟ୍: ଜିପିଏଲ୍ଏଫ୍ ମିଶନ ଶକ୍ତି ଓ ଓଏଲଏମ କର୍ମୀ ସଂଘ ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ସହ ଗଣଧାରଣା
Khalikote, Ganjam | Sep 26, 2025
ଖଲ୍ଲିକୋଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜିପିଏଲ୍ଏଫ୍ ମିଶନ ଶକ୍ତି ଓ ଓଏଲଏମ କର୍ମୀ ସଂଘ ପକ୍ଷରୁ ଆଜକୁ ଚାରିଦିନ ହେଲା ଗଣଧାରଣା ଦିଆଯାଇଛି । ଜିପିଏଲ୍ଏଫ୍ ମିଶନ ଶକ୍ତି ଓ ଓଏଲଏମ କର୍ମୀ ମାନେ ବିଭିନ୍ନ ଦାବି ନେଇ ଆଜି ଦିନ ଗୋଟାଏ ସମୟରେ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ପଦ ଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପ୍ରତିବାଦ କରିବା ସହ ଗଣଧାରଣା ଦେଇଛନ୍ତି । ତେବେ ଏ ନେଇ ଆଜି ଅପରାହ୍ନ ୩ ଟା ସମୟରେ ବ୍ଲକ ପରିସରରେ ପ୍ରତିକ୍ରିୟା ରଖିଛନ୍ତି ବ୍ୟାଙ୍କ୍ ମିତ୍ର ନର୍ମଦା ଗୌଡ଼ ।
Share
Read More News
T & C
Privacy Policy
Contact Us
Your browser does not support JavaScript!