Download Now Banner

This browser does not support the video element.

ସଦର: ଜିଲ୍ଲା ବିଜେପି ତରଫରୁ କଳାହାଣ୍ଡିରେ ମା' ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

Sadar, Kalahandi | Aug 27, 2025
କଳାହାଣ୍ଡି ଜିଲ୍ଲା ବିଜେପି ତରଫରୁ ମା' ପାଇଁ ବୃକ୍ଷ ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ବୃକ୍ଷରୋପଣ କରିଛନ୍ତି । ଏଥିସହ ରାଜ୍ୟ ସଭାପତି ବିକାଶ ବିଦ୍ୟାଳୟ ଫାଉଣ୍ଡେସନ ପରିସରରେ ମଧ୍ୟ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀମତୀ ମାଳବିକା ଦେବୀ , ମାନ୍ୟବର ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀ Pradipta Kumar Naik , ରାଜ୍ୟ ସଂପାଦକ ସରୋଜ କର ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ଆଜି ଅପରାହ୍ନ ଗୁଟେ 30 ମିନିଟ ସମୟରେ ଜଣାଯାଇଛି
Read More News
T & CPrivacy PolicyContact Us