This browser does not support the video element.
ଫୁଲବାଣୀ ସହର: ବାଲିଗୁଡା ସହରର ଡେଙ୍ଗଶିଲ୍ ଛକରେ ମାଙ୍କ ନବରାତ୍ର ପୁଜା ର ଅଷ୍ଟମି ଭଗ ଅନୁଷ୍ଠିତ ହଇଯାଇଛି,
Phulabani Town, Kandhamal | Sep 30, 2025
ବାଲିଗୁଡା ସହରର ଡେଙ୍ଗଶିଲ୍ ଛକରେ ମାଙ୍କ ନବରାତ୍ର ପୁଜା ର ଅଷ୍ଟମି ଭଗ ଅନୁଷ୍ଠିତ ହଇଯାଇଛି, ଏହି କାଯ୍ଯକ୍ରମ ଟି ମଙ୍ଗଳବାର ପ୍ରାତଃ 5ଘଣ୍ଟିକା ରୁ ଆରମ୍ଭ ହଇ ରାତି 12ପଯ୍ୟନ୍ତ ଚାଲିବାର କାଯ୍ୟକ୍ରମ ରହିଛି, କାଯ୍ୟକ୍ରମ ଟି ଡେଙ୍ଗ୍ ଶିଲ୍ ପୂଜା କମିଟି ପକ୍ଷରୁ କରାଯାଉଥିବା ବେଳେ ବିଶ୍ୱ ଜିତ ପାତ୍ର ଓରଫ ଜିତୁ ଙ୍କ ନେତୃତ୍ୱ ଏହି କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି