This browser does not support the video element.
ଆଠମଲ୍ଲିକ: ୩ ପଞ୍ଚାୟତ ବାସୀ ଙ୍କ ସହ ଆଲୋଚନା କଲେ ଆଠମଲ୍ଲିକ ବିଧାୟକ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପେଡିପଥର , ଟାପଢୋଲ , ପାଇକସାହି ,
Athmallik, Angul | Sep 11, 2025
ପଞ୍ଚାଯତ ବିଭିନ୍ନ ଗ୍ରାମ କୁ ଗୁରୁବାର ଦିନ ଅପରାହ୍ନ 2 ଟା ରେ ଆଠମଲ୍ଲିକ ବିଧାୟକ ନଳିନୀ କାନ୍ତ ପ୍ରଧାନ ଗସ୍ତ କରି ବିଭିନ୍ନ ସମସ୍ୟା ସମ୍ପର୍କ ରେ ଆଲୋଚନା କରିଛନ୍ତି l ଏହି ପଞ୍ଚାୟତ ର ବରହମ , ଝିଲି ମୁଣ୍ଡା , ପେଡିପଥର , ପଟ୍ଟାପଥର , ମନ୍ଦରବାହାଳ , କୁରୁମଟାପ , ବରପାଲି , କଳାପାଟନାଳି, ପାଇକସାହି , ଟାପ ଢୋଲ ଆଦି ଗ୍ରାମ ଗୁଡିକ କୁ ଯାଇ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ l ଏହି ଅଞ୍ଚଳ ରେ ଲାଗିରହିଥିବା ସମସ୍ଯା ଗୁଡିକ କ