Download Now Banner

This browser does not support the video element.

କବିସୂର୍ଯ୍ୟନଗର: ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ୍

Kabisuryanagar, Ganjam | Sep 25, 2025
ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଅତିରିକ୍ତ ଜିଲ୍ଲା ମାନ୍ୟବର ଦୌରାଜଜ୍ ଶ୍ରୀ ବିଶ୍ବ ରଞ୍ଜନ ବେହେରା ଏକ ଗୁରୁତ୍ୱପୂର୍ଣ୍ଣ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ପୋଲସରା ଥାନା ଅଞ୍ଚଳର ପାତାଳ ସିଂ ଗ୍ରାମରେ ଗତ ମାର୍ଚ୍ଚ ୨୦୨୦ ରେ ଜଣେ ବ୍ଯକ୍ତିଙ୍କୁ କାତିରେ ହାଣି ହତ୍ଯା କରିଥିବା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ସୂଚନା ଅନୁସାରେ ପୋଲସରା ଥାନା ଅନ୍ତର୍ଗତ ପାତାଳସିଂ ଗ୍ରାମରେ ଏକ କୋଠଘର ନିର୍ମାଣ କାର୍ଯ୍ୟ ଚାଲିଥିଲା ବେଳେ ହଠାତ ଅଭିଯୁକ୍ତ ପ୍ରକାଶ ଗୌଡ଼ ଉତକ୍ଷିପ୍ତ ହୋଇ ଏକ କାତିରେ ମୃତକ ଅଭିମନ୍ୟୁ ବିଷୋୟୀ ଙ୍କୁ ହାଣିବା ହତ୍ୟା କରିଥିଲେ ।
Read More News
T & CPrivacy PolicyContact Us