This browser does not support the video element.
ଜି ଉଦୟଗିରି: ଗମାଣ୍ଡି ନିକଟରେ ଯାତ୍ରୀବାହୀ ବସ୍ - ଅଟୋ ମୁହାଁମୁହିଁ ଧକ୍କା , ରାଇକିଆ ଥାନାରେ ମାମଲା ରୁଜୁ
G Udayagiri, Kandhamal | Aug 25, 2025
ଯାତ୍ରୀବାହୀ ବସ୍ - ଅଟୋ ମୁହାଁମୁହିଁ ଧକ୍କା ୮ବର୍ଷର ପିଲା ଗୁରୁତର ଅନ୍ୟ ଜଣେ ଆହତ ଘଟଣା ପରେ ରାଇକିଆ ଥାନାରେ ମାମଲା ରୁଜୁ ହୋଇଅଛି। ଏ ନେଇ ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।ଥାନାରେ 203/2025 ରେ ମାମଲା ରୁଜୁ ହୋଇଅଛି।ଜଙ୍ଗଲ ରାଜା ନାମକ ଯାତ୍ରୀବାହୀ ବସ୍ ରାଇକିଆ ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା ଅପର ପାର୍ଶ୍ଵରୁ ଏକ ଅଟୋ ଦୁଇ ଜଣ ପିଲାଙ୍କୁ ରାଇକିଆ ସ୍କୁଲ ନେଇ ଯାଉଥିବା ବେଳେ ଦୁର୍ଘଟଣା ଗସ୍ତ ହୋଇଥିଲା।