This browser does not support the video element.
ପଦ୍ମପୁର: ପଦ୍ମପୁର ସହର ମେହେର ଧର୍ମଶାଳା ଠାରେ ନୂଆଖାଇ ଉପଲକ୍ଷେ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
Padmapur, Bargarh (Baragarh) | Aug 24, 2025
ଆଜି ରବିବାର ସକାଳ 11ଟା ସମୟରେ ପଦ୍ମପୁର ସହର ସ୍ଥିତ ମେହେର ଧର୍ମଶାଳା ଠାରେ abcd ତରଫରୁ ରଙ୍ଗୋଲି, ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଳିଙ୍ଗ ଯୋଗଦେଇ ଶୁଭ ଉଦଘାଟନ କରିବା ସହ ନିଜେ ଝୋଟି କାଟି ଥିଲେ। ଏହି କାର୍ଯ୍ୟକ୍ରମ ରେ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଜୟୀ ହୋଇଥିବା ପ୍ରତିଭା ଙ୍କୁ ଆସନ୍ତା ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ ପୁରସ୍କାର ବିତରଣ କରାଯିବ।