This browser does not support the video element.
ସିମୁଳିଆ: ସୋର ବ୍ଲକ ର ବିଭିନ୍ନ ସ୍ଥାନ ରେ ଅବକାରୀ ବିଭାଗ ର ଚଢ଼ାଉ ବିପୁଳ ପରିମାଣ ରେ ମଦ ସହିତ 3 ଗିରଫ,
Similia, Balasore | Sep 8, 2025
ଖଇରା ଅବକାରୀ ଅଧିକାରୀ ସୁରଜ କୁମାର ଟୀଗା ଙ୍କ ନେତୃତ୍ୱ ରେ ଆଜି ସୋର ବ୍ଲକ ର ବିଭିନ୍ନ ସ୍ଥାନ ରେ ଅବକାରୀ ବିଭାଗ ର ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ଓ ବିଅର ସହିତ 3 ଜଣ ବେପାରୀ କୁ ଗିରଫ କରିଛନ୍ତି l 3 ଜଣ ହେଲେ ସୋର ବ୍ଲକ ର ବାଉଁଶଖୁଣ୍ଟା ଗ୍ରାମ ର ଯୋଗେନ୍ଦ୍ର ଦାସ,ସବିରା ଗ୍ରାମ ନିତ୍ୟାନନ୍ଦ ଜେନା ଓ ମାଣିପୁର ଗ୍ରାମ ଗୌରୀ ବେହେରା ବେଆଇନ ମଦ ବିକ୍ରି କରୁଥିବା ନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ଚଢ଼ାଉ କରି ତାଙ୍କ ନିକଟରୁ 105ଲିଟର ଦେଶୀ ମଦ ଓ 10 ଲିଟର ବିଅର ଜବଦ କରିବା ସହିତ ଆଜି ସୋମବାର ଅପରାହ୍ନ 5 ଘଟିକା ସମୟରେ କୋର୍ଟ ଚାଲାଣ କରିଛନ୍ତି l