Download Now Banner

This browser does not support the video element.

ସୋନପୁର: କମସରା ଗ୍ରାମରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଶ୍ରୀଗଣେଶଙ୍କ ଭସାଣି ଉତ୍ସବ ଅନୁଷ୍ଠିତ

Sonapur, Subarnapur (Sonepur) | Aug 30, 2025
ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୁଆଁ ଖାଈର ଗୋଟିଏ ଦିନ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ କମସରା ଗ୍ରାମର ବିଭିନ୍ନ ପୂଜା ମଣ୍ଡପରେ ଗଜାନନ ଗଣପତିଙ୍କ ଷୋଡଶ ଉପଚାର ପୂଜାର୍ଚନା ଅନୁଷ୍ଠିତ ହୋଇଥିବା ବେଳେ, ଆଜି ରାତି 9.30 ମିନିଟ ସମୟରେ ଆରମ୍ଭ ହୋଇଛି, ମହାପ୍ରଭୁ ଗଣପତିଙ୍କ ଭସାଣି ଉତ୍ସବ l ଆଜି ଗ୍ରାମର ମାଁ ମଙ୍ଗଳା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ପୂଜାର ଭସାଣି ଉତ୍ସବ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି l
Read More News
T & CPrivacy PolicyContact Us