Download Now Banner

This browser does not support the video element.

ବରଗଡ: ଟାଉନ ଥାନା ଅଞ୍ଚଳରୁ ନିଖୋଜ ଥିବା ନାବାଳିକାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଟାଉନ ଥାନାରେ ହସ୍ତାନ୍ତର କଲା ପୋଲିସ

Bargarh, Bargarh (Baragarh) | Sep 11, 2025
ଟାଉନ ପୋଲିସ ପକ୍ଷରୁ ନିଖୋଜ ନବାଳିକା ଉଦ୍ଧାର | ପରିବାର ଲୋକଙ୍କୁ ହସ୍ତାନ୍ତର କଲା ଟାଉନ ପୋଲିସ | ଏନେଇ ଗୁରୁବାର ଅପରାହ୍ନ 4 ଘଣ୍ଟା ସମୟରେ ସୂଚନା ଦେଲା ଟାଉନ ପୋଲିସ | ସୂଚନା ଅନୁସାରେ ବରଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ନିଖୋଜ ଥିବା ନେଇ ଥାନାରେ ଏକ ନିଖୋଜ ମାମଲା ଦେଇଥିଲେ ପରିବାର ଲୋକେ | ଟାଉନ ପୋଲିସ 468/25 ରେ ଏକ ମାମଲା ରୁଜୁ କରି ଖୋଜା ଖୋଜି ଆରମ୍ଭ କରିଥିଲା | ଏନେଇ ନିଖୋଜ ନାବାଳିକାକୁ ଉଦ୍ଧାର ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛି ପୋଲିସ ।
Read More News
T & CPrivacy PolicyContact Us