Download Now Banner

This browser does not support the video element.

ରାୟଗଡା: ରାୟଗଡ଼ ପୌରାଞ୍ଚଳର ଦୋକାନୀ ତଥା ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ବାଧ୍ୟତାମୂଳକ କରିବା ପାଇଁ ପଦକ୍ଷେପ

Rayagada, Rayagada | Sep 6, 2025
ରାୟଗଡ ପୌର ପରିଷଦରେ ବ୍ୟବସାୟ କରୁଥିବା ସମସ୍ତ ଦୋକାନୀ ତଥା ବ୍ଯବସାୟିକ ସଂଗଠନ ଗୁଡିକୁ ସେମାନଙ୍କର ନାମଫଳକ ଓଡିଆରେ ଲେଖିବା ପାଇଁ ରାୟଗଡ ପୌର ପରିଷଦ ତରଫରୁ ସୁଚିତ କରାଯାଉଅଛି । ଓଡିଶା ସରକାରଙ୍କ ଗୃହ ନିର୍ମାଣ  ଓ ନଗର ଉନ୍ନୟନ ବିଭାଗ ପାତ୍ର ସଂଖ୍ୟା ୧୮୧୪୪ ତା ୦୬.୦୮.୨୦୨୫ ରେ ମିଳିଥିବା ନିର୍ଦେଶନାମା ଅନୁଯାଇ ଦୋକାନ ଏବଂ ବାଣିଜିକ ପ୍ରତିଷ୍ଠାନମାନଙ୍କ ସାଇନବୋର୍ଡରେ ଓଡିଆ ଭାଷାର ବ୍ୟବହାର ବାଧ୍ୟତା ମୂଳକ କରାଯାଇ ଅଛି । ସାଇନବୋର୍ଡର ସମୁଦାୟ କ୍ଷେତ୍ରଫଳର ଅନୁନ୍ୟ ୬୦ ପ୍ରତିଶତ ଓଡିଆ ଭାଷାରେ ଲିପିବଦ୍ଧ ରହିବା ଆବଶ୍ୟକ ।
Read More News
T & CPrivacy PolicyContact Us