This browser does not support the video element.
ଆନନ୍ଦପୁର: ଡ଼ଅଁର ଗ୍ରାମରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ବିଧାୟକ
Anandapur, Kendujhar | Aug 27, 2025
ଆଜି ହେଉଛି ଗଣେଶ ଚତୁର୍ଥୀ। ଗାଁ ଠାରୁ ସହର ସବୁଠି ପ୍ରଭୁ ଗଜାନନ ଙ୍କ ପୂଜା ବଡ଼ ଧୁମ ଧାମରେ କରା ଯାଉଛି। ହାଟଡ଼ିହି ବ୍ଲକ ଡଅଁର ଗ୍ରାମରେ ବିଭିନ୍ନ ପୂଜା ମଣ୍ଡପରେ ପ୍ରଭୁଙ୍କ ପୂଜା କରାଯାଉଛି। ଆଜି ସନ୍ଧ୍ୟା୬ଟା ବେଳେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଛାତ୍ର ବିଜେଡି ସମ୍ପାଦକ ଅମରେଶ ଧଳ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି।