This browser does not support the video element.
ସୁକିନ୍ଦା: ଦାନଗଦି ଛକରେ ଟ୍ରକ ଦୁର୍ଘଟଣାରେ ବାଇକ ଆରୋହୀ ଆହତ
Sukinda, Jajpur | Aug 26, 2025
ଯାଜପୁର ଜିଲ୍ଲା ଦାନଗଦି ଛକରେ ଟ୍ରକ ଦୁର୍ଘଟଣାରେ ବାଇକ ଆରୋହି ଆହତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ମଙ୍ଗଳବାର ଦିବା 11 ଘଟିକା ସମୟରେ ଏକ ଟ୍ରକ ବାଇକ ଉପରେ ଚଢି ଯାଇଥିବା ଦେଖିବାକୁ ମିଳିଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହି ଆହତ ହୋଇଥିଲେ । ସ୍ଥାନୀୟ ପୋଲିସ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।