Download Now Banner

This browser does not support the video element.

ଛତ୍ରପୁର: ସାର କଳାବଜାରୀ ଅଭିଯୋଗ କରି ଛତ୍ରପୁର ଠାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବ୍ରହ୍ମପୁର ପୂର୍ବତନ ସାଂସଦ ପ୍ରାର୍ଥୀ ଓ ବିଜେଡି ଜିଲ୍ଲା ସଭାପତି

Chhatrapur, Ganjam | Sep 1, 2025
ଗଞ୍ଜାମ ଜିଲ୍ଲାର ସାର ଅଭାବ, ସାର କଳାବଜାରୀ ନେଇ ଅଭିଯୋଗ କରିଛି ବିଜୁ ଜନତା ଦଳ। ରାଜ୍ୟ ସରକାର ଓ ପ୍ରଶାସନ ଉପରେ ବର୍ଷିଛି ବିଜେଡି। ଛତ୍ରପୁର ଠାରେ ସୋମବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ପୂର୍ବତନ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା ।
Read More News
T & CPrivacy PolicyContact Us