Download Now Banner

This browser does not support the video element.

କବିସୂର୍ଯ୍ୟନଗର: ପ୍ରଧାନମନ୍ତ୍ରୀ ମାନ୍ୟବର ମୋଦି ଙ୍କ ଜନ୍ମଦିନ ଅବସର ରେ ଖଣ୍ଡିଆନଈ ଠାରେ ବେଗୁନିଆପଡା ମଣ୍ଡଳ ପକ୍ଷରୁ ରକ୍ତଦାନ ଶିବିର

Kabisuryanagar, Ganjam | Sep 20, 2025
ବେଗୁନିଆପଡା ବ୍ଲକ ଖଣ୍ଡିଆନଈ ସ୍ଥିତ ନାରାୟଣ ସାହୁ କଲ୍ୟାଣ ମଣ୍ଡପ ପରିସରରେ ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦି ଙ୍କ 75 ତମ ଜନ୍ମଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡା ବିଜେପି ମଣ୍ଡଳ ପକ୍ଷରୁ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ସେବାପକ୍ଷ ସଂଯୋଜିକା ଆଭା ପରିଡା,ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନ, ସମାଜସେବୀ ଚିତ୍ରସେନ ପରିଡା, ମଣ୍ଡଳ ପ୍ରତିନିଧି ନାରାୟଣ ସୁମନ୍ତରାୟ, ସିମାଞ୍ଚଳ ମହାନ୍ତି, ସମିତି ସଭ୍ୟା ପ୍ରତିନିଧି ରମେଶ ପଲାଇ, ବିଜେପି ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ମିସ୍ତ୍ରୀ ଉପସ୍ଥିତ ରହି ଉଦଘାଟନ କରିଥିଲେ ।
Read More News
T & CPrivacy PolicyContact Us