Download Now Banner

This browser does not support the video element.

ବୌଦ୍ଧ ସଦର: କୁଲୁତାଜୋର ସମବାୟ ସମିତି DEO ଙ୍କୁ ବହିସ୍କାର ଦାବିରେ ଜିଲ୍ଲାପାଲଙ୍କୁ ଦାବିପତ୍ର

Baudh Sadar, Boudh (Bauda) | Sep 2, 2025
ବୌଦ୍ଧ ଜିଲ୍ଲା କଣ୍ଟାମାଲ୍ ବ୍ଳକ କୁଲୁତାଜୋର ସେବା ସମବାୟ ସମିତିର DEO ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଚାଷୀ ଧାନ ପଞ୍ଜିକରଣ ରୁ ବଞ୍ଚିତ ହେଉଥିବା ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣିଲେ ନାହିଁ l ଉକ୍ତ ଅଂଚଳର ଚାଷୀ ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣାଙ୍କ ନେତୃତ୍ବରେ ଚାଷୀ ମାନେ ଏକତ୍ରିତ ହୋଇ ଉକ୍ତ DO ଙ୍କୁ ବହିସ୍କାର ଦାବିରେ ଜିଲ୍ଲାପାଲ୍ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଲ ଅନିରୁଧ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ତୁରନ୍ତ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା କରିବା ସହ DEO ଙ୍କୁ ବହିଷ୍କାର ଦାବୀ କରିଛନ୍ତି
Read More News
T & CPrivacy PolicyContact Us