Download Now Banner

This browser does not support the video element.

ପଟ୍ଟାଙ୍ଗୀ: ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିପି ଏଲ ଏଫ୍ କର୍ମୀଙ୍କ ଧାରଣା ସ୍ଥଳେ ବିଜେଡି, କଂଗ୍ରେସ ପ୍ରତିନିଧି ଦଳ

Pottangi, Koraput | Sep 26, 2025
ରାଜ୍ୟ ର ମା ମହିଳା ମାନେ ରାଜ ରାସ୍ତା ବ୍ଲକ କାର୍ଯ୍ୟାଳୟର ପିଣ୍ଡା ଉପରେ ଦେଖିବାକୁ ମିଳିଛି l ମୋହନ ସରକାରଙ୍କ ନେଇ ଥିବା ନୀଷ୍ଫତି ବିରୋଧ ରେ ଛ ଦଫା ଦାବି ନେଇ ଓଡ଼ିଶା ଜୀବିକା ମିଶନ ଏ ମ୍ୱିକେ ସି ଆର୍ ପି ମା ମହିଳା ମାନେ ଧାରଣାରେ ବସି ଥିବା ବେଳେ ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ଧାରଣା ସ୍ଥଳ ରେ କଂଗ୍ରେସ ଓ ବି ଜେ ଡି ନେତା ଙ୍କ ସହଯୋଗ ଆଜି ଦିନ ୨.୩୦ଟା ସମୟରେ ଦେଖିବାକୁ ମିଳିଛି l
Read More News
T & CPrivacy PolicyContact Us