Download Now Banner

This browser does not support the video element.

ଏରସମା: ଏରସମା ବ୍ଲକ ନୂଆଗାଁ ପଞ୍ଚାୟତ ମଝି ସାହି ଶିବ ମନ୍ଦିର ନିକଟରେ ସାପ କାମୁଡ଼ାରେ ଜଣେ ଗୁରୁତର ।

Ersama, Jagatsinghpur | Feb 26, 2024
ଏରସମା:ନୂଆଗାଁ ପଞ୍ଚାୟତ ମଝି ସାହି ପଡ଼ା ର ସପନେଶ୍ୱର ଶିବ ମନ୍ଦିର ନିକଟରେ ଆଜି ଦିନ ଚାରି ଟା ସମୟରେ କାଠ ଚିରୁଥିବା ସମୟରେ ଏକ ବିଷାକ୍ତ ସାପ ସେହିଗ୍ରାମ ର ପ୍ରକାଶ ସେଠୀ ଦେଖିବାକୁ ପାଇଥିଲେ ।ସାପକୁ ଧରିବାକୁ ପ୍ରୟାସ କରୁଥିବା ବେଳେ ସାପ ଟି ଶ୍ରୀ ସେଠୀ ଙ୍କୁ କାମୁଡି ଦେଇଥିଲା ।ଶ୍ରୀ ସେଠୀ ଗୁରୁତର ହେବାରୁ ତାଙ୍କୁ କୁଜଙ୍ଗ ନେଇଯାଇଥିଲେ ।ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ସାପ ଧରାଳି ଘଟଣା ସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରାଯାଇ ନିକଟ ଜଟାଧାର ଜଙ୍ଗଲ ରେ ଛଡ଼ା ଯାଇଥିବା ଜଣା ପଡ଼ିଛି ।
Read More News
T & CPrivacy PolicyContact Us