Download Now Banner

This browser does not support the video element.

ସଦର: କେସିଙ୍ଗା ରେ ନୁଆଁଖାଇ ପର୍ବ ପାଳନ, ଛଅ ହଜାର ରୁ ଉର୍ଧ୍ଵ ଲୋକେ ନବାର୍ଣ୍ଣ ଭକ୍ଷଣ ନେଇ ଗ୍ରାମବାସୀଙ୍କ ପ୍ରତିକ୍ରିୟା

Sadar, Kalahandi | Aug 25, 2025
କଳାହାଣ୍ଡି ଜିଲ୍ଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ ହୋଇଛି । ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରଥମୀ ତିଥିରେ କେସିଙ୍ଗା ରେ 6ହଜାରରୁ ଅଧିକ ଲୋକ ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ଭକ୍ଷଣ କରିଛନ୍ତି ।
Read More News
T & CPrivacy PolicyContact Us